ପଘା Paghā

  • ଦେ. ବି. (ସଂ. ପ୍ରଗ୍ରହ) — ଗୋମେଷାଦି ବାନ୍ଧିବା ରଜ୍ଜୁ — A halter or rope for tying cattle
  • ଦେ. ବି. (ସଂ. ପ୍ରଗ୍ରହ) — ଗଳାର କୁସୁମହାର ହୋଇଲାକ ପଘାଡୋର। ପ୍ରତାପ. ଶଶିସେଣା।