ପଖିଆ Pakhiā

  • ଦେ. ବି. (ସଂ. ପକ୍ଷ; ଏହା ପକ୍ଷ ଆକୃତିର ଥିବାରୁ) — ବର୍ଷାରୁ ରକ୍ଷା ପାଇବା ନିମନ୍ତେ ବ୍ୟବହୃତ ମୁଣ୍ଡଠାରୁ ଜଙ୍ଘ ପର୍ଯ୍ୟନ୍ତ ପଡ଼ୁଥିବା ତାଳପତ୍ର ନିର୍ମିତ ଏକପ୍ରକାର ଘୋଡ଼ଣୀ — A covering made of palm-leaves matted together extending from the head to the things for protecting the body from rain
  • ଦେ. ବି. (ସଂ. ପକ୍ଷ; ଏହା ପକ୍ଷ ଆକୃତିର ଥିବାରୁ) — ଘରର କାନ୍ଥ ଓ ଖୁଣ୍ଟ ଉପରେ ଥିବା କାଷ୍ଠଖଣ୍ଡ — A plate of wood passing over the wall and the pillars of a house
  • ପ୍ରାଦେ. (ସମ୍ବଲପୁର) ବି. — ଆନୁକୂଲ୍ୟ — Favourableness
  • ପ୍ରାଦେ. (ସମ୍ବଲପୁର) ବିଣ — ଅନୁକୂଳ — Favourable
  • ପ୍ରାଦେ. (ସମ୍ବଲପୁର) ବିଣ — ପକ୍ଷୀୟ — Belonging to a party