ପକ୍କା Pakkā
- ଦେ. ବି. (ସଂ. ପକ୍ୱ) — କୋଠାଘର — Masonry building
- ଦେ. ବିଣ (ସଂ. ପକ୍ୱ) — ସୁପରିପକ୍ୱ — Ripe
- ଦେ. ବିଣ (ସଂ. ପକ୍ୱ) — ଘୃତପକ୍ୱ — Boiled or fried in ghee
- ଦେ. ବିଣ (ସଂ. ପକ୍ୱ) — (କଚ୍ଚା—ବିପରୀତ)
- ଦେ. ବିଣ (ସଂ. ପକ୍ୱ) — ରନ୍ଧା ହୋଇଥିବା — Cooked
- ଦେ. ବିଣ (ସଂ. ପକ୍ୱ) — (ଫା. ପକ୍କା) ଚିରସ୍ଥାୟୀ — Permanent
- ଦେ. ବିଣ (ସଂ. ପକ୍ୱ) — ଚୂନ ଓ ପଥର ବା ଇଟାରେ କାମ କରାଯାଇଥିବା — Masonry; brick-and-lime built
- ଦେ. ବିଣ (ସଂ. ପକ୍ୱ) — ମଜଭୁତ; ସୁଦୃଢ଼ — Strong; substantial; firm
- ଦେ. ବିଣ (ସଂ. ପକ୍ୱ) — ପ୍ରବୀଣ; ସୁଦକ୍ଷ — Experienced; expert
- ଦେ. ବିଣ (ସଂ. ପକ୍ୱ) — ଯେ ସବୁକଥାକୁ ତନ୍ନ ତନ୍ନ କରି ଦେଖି କରେ — Thorough; square
- ଦେ. ବିଣ (ସଂ. ପକ୍ୱ) — ଉତ୍ତମରୂପେ କରାଯାଇଥିବା — Well done
- ଦେ. ବିଣ (ସଂ. ପକ୍ୱ) — ଉତ୍କୃଷ୍ଟ — Excellent