ପଏଶନ୍ Paeṡan

  • ପ୍ରାଦେ. (ସମ୍ବଲପୁର) ବି — ଲୁଗାର ଭରଣି ସୂତା — The woof of a cloth
  • ଦେ. ବି (ଲରିଆ; ତୁଳ ହି. ପସୀନା) — ଝାଳ; ସ୍ୱେଦ — Sweat; perspiration