ପଇଲା Pailā

  • ପ୍ରାଦେ. (ସିଂହଭୂମ) ବି. (ତୁଳ. ହି. ପୈଲା= 4 ସେର ମାପ— ପାତ୍ର) — ଏକସେର ଓଜନର ଶସ୍ୟ ମାପିବା ଗଉଣୀ — A measure (of one seer only) of corn
  • ଗ୍ରା. ବି — ମାସର ପ୍ରଥମ ତାରିଖ — 2. The first day of a month
  • ଗ୍ରା. ବି — ପ୍ରଥମ ବସ୍ତୁ ବା ବ୍ୟକ୍ତି — The first one
  • ବିଣ — ପ୍ରଥମ — First; carliest
  • ବିଣ — (ଯଥା—ପହିଲା କଚେରୀରେ ଏ ମୋକଦ୍ଦମା ପଡ଼ିଲା; ପହିଲା ନମ୍ବର)
  • ଗ୍ରାମ୍ୟ. (ଇତର) କ୍ରି. — ପଡ଼ିବା କ୍ରିୟାର ଇତର ଜନ ବ୍ୟବହୃତ ଅତୀତ କାଳର ରୂପ; ପଡ଼ିଲା — (a form of the verb to 'fall' in the past tense used by the lower class people) Fell; did fall; has fallen
  • ଗ୍ରାମ୍ୟ. (ଇତର) କ୍ରି. — [ଦ୍ର—ଏହା ତୃତୀୟ ପୁରୁଷ ଏକବଚନର କ୍ରିୟା; ଯଥା— ଏହା ବା ସେ ପଇଲା, ସେମାନେ ପଇଲେ, ମୁଁ ପାଇଲି, ତୁ ପଇଲୁ, ତୁମେ ପଇଲ, ଆମେ ପଇଲୁଁ। ]