ପଇଦି Paidi

  • ପ୍ରାଦେ. (ମାନ୍ଦ୍ରାଜ) ବି. — ମାନ୍ଦ୍ରାଜ ପ୍ରଦେଶରେ ପଇଦି ନାମକ ଅଞ୍ଚଳରେ ପ୍ରଚଳିତ ଏକପ୍ରକାର ବିକୃତ ଓଡ଼ିଆ ଭାଷା। (ମାନ୍ଦ୍ରାଜ 1921 ସାଲର ସେନ୍ସସ୍ ରିପୋର୍ଟ) — ମାନ୍ଦ୍ରାଜ ପ୍ରଦେଶରେ ପଇଦି ନାମକ ଅଞ୍ଚଳରେ ପ୍ରଚଳିତ ଏକପ୍ରକାର ବିକୃତ ଓଡ଼ିଆ ଭାଷା (ମାନ୍ଦ୍ରାଜ92ସାଲର ସେନ୍ସସ୍ ରିପୋର୍ଟ)—. A form of the Oriya language spoken by the inhabitants of Paidi in the Madras presidency. (Census Report of 92)
  • ପ୍ରାଦେ. (ପୁରୀ) ବି — ପିଆଦା; ପୁଲିସ୍ କନିଷ୍ଟବଳ — Peon; constable