ପଇଦା Paidā

  • ବୈଦେ. ବି. (ଫା. ପୈଦା=ଉତ୍ପନ୍ନ; ପୈଦାଇସ୍=ଉତ୍ପତ୍ତି) — ଜନ୍ମ; ଉତ୍ପତ୍ତି — Birth; production
  • ବୈଦେ. ବି. (ଫା. ପୈଦା=ଉତ୍ପନ୍ନ; ପୈଦାଇସ୍=ଉତ୍ପତ୍ତି) — ଲାଭ; ଆୟ — Profit; income
  • ବିଣ — ଜାତ; ପ୍ରସୂତ — Born; begotton
  • ବିଣ — ପ୍ରାପ୍ତ; ଅର୍ଜିତ — Earned; got