ପଇଦଳ Paidaḻa
- ଦେ. ବି. (ସଂ. ପାଦଚଳନ; ପ୍ରା=ପାୟଚଳ; ତୁଳ=ଫା. ପୈଦଲ୍) — ପାଦରେ ଚାଲିବା; ପାଦଚାରଣ — Walking by foot
- ଦେ. ବି. (ସଂ. ପାଦଚଳନ; ପ୍ରା=ପାୟଚଳ; ତୁଳ=ଫା. ପୈଦଲ୍) — ଗୋଡ଼ରେ ଚାଲିବା ବ୍ୟକ୍ତି — Walker; foot passenger
- ଦେ. ବି. (ସଂ. ପାଦଚଳନ; ପ୍ରା=ପାୟଚଳ; ତୁଳ=ଫା. ପୈଦଲ୍) — ପଦାତି ସୈନ୍ୟ — Infantry regiment
- ଦେ. ବିଣ — ପାଦଚାରୀ — Walking
- ଦେ. ବିଣ — (ଯଥା—ପଇଦଲ ସିପେଇ।)
- ଦେ. ବିଣ — ଯେଉଁ ରାସ୍ତା ଗୋଡ଼ରେ ଚାଲିବା ଲୋକଙ୍କ ବ୍ୟବହାର ପାଇଁ ବ୍ୟବହୃତ (ଯାନାଦିର ବ୍ୟବହାର ପାଇଁ ନୁହେଁ) — (road) Intended for foot passengers
- ଦେ. ବିଣ — (ଯଥା—ପଇଦଲ ବାଟ; ପଇଦଲ ରାସ୍ତା)
- କ୍ରି. ବିଣ — ପାଦରେ ଚାଲିକରି — By walking; going on foot
- କ୍ରି. ବିଣ — (ଯଥା—ମୁଁ କଟକରୁ ପଇଦଲ୍ ପୁରୀ ଗଲି।)