ପଇଞ୍ଚ Pain̄cha

  • ଦେ. ବି. (ସଂ. ପ୍ରକୋଷ୍ଠ=ହାତର ମଣିବନ୍ଧ ବା କଚଟି) — ପହିଁଚ; ଏକ ପ୍ରକାର ଖଡ଼ୁ — A kind of bracelet
  • ଦେ. ବି. (ସଂ. ପ୍ରକୋଷ୍ଠ=ହାତର ମଣିବନ୍ଧ ବା କଚଟି) — କଚଟିରେ ପଇଞ୍ଚ ଖଡ଼କି କି ଲାଇ ବାହାରିଲେ ବାହାମାନଙ୍କୁ ଚହଟାଇ। କୃଷ୍ଣସିଂହ, ମହାଭାରତ, ବିରାଟ।