ନୟନୀ Nayanī

  • ସଂ. ବି. ସ୍ତ୍ରୀ. (ନୟନ+ସ୍ତ୍ରୀ. ଈ) — ନୟନତାରା; ଆଖିର ପୁଅ — The pupil of the eye
  • ସଂ. ବିଣ. ପୁଂ. (ନୟନ+ଇନ୍; 1 ମା. 1 ବ) — ଚକ୍ଷୁବିଶିଷ୍ଟ — Having eyes