ନଡ଼ Naṟḍ̠a

  • ସଂ. ବି. (ନଡ଼୍ ଧାତୁ+କରଣ ଅ; ଯାହାଦ୍ୱାରା ବନ୍ଧନ କରାଯାଏ) — ତୃଣବିଶେଷ; ନଳ — A reed
  • ସଂ. ବି. (ନଡ଼୍ ଧାତୁ+କରଣ ଅ; ଯାହାଦ୍ୱାରା ବନ୍ଧନ କରାଯାଏ) — ହାତରେ ପିନ୍ଧାଯିବା କାଚବଳୟ ତିଆରି ଓ ବିକ୍ରି କରିବା— ଜାତିବିଶେଷ — Name of a tribe manufacturing and selling glass bracelets