ନଡ଼ା Naṟḍ̠ā

  • ଦେ. ବି. (ସଂ. ନଡ଼; ନଳ) — ଛଣ; ଧାନଗଛର କେଣ୍ଡାବିରହିତ ଫମ୍ପା ଅଂଶ — Straw; hollow stalk of paddy and other plants
  • ଦେ. ବି. (ସଂ. ନଡ଼; ନଳ) — ସାରୁଗଛର ପତ୍ରବିରହିତ ଅଂଶ — The leafless stem of taro plant
  • ବୈଦେ. ବି. (ଫା. ଲଢ଼ାଇ) — ମଲ୍ଲମାନଙ୍କ ଲଢ଼ିବା — Athletic fight