ନଡ଼ବଡ଼ Naṟḍ̠abaṟḍ̠a

  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ହୁଗୁଳା; ଶ୍ଳଥ; ନଡ଼ ନଡ଼ — Loose; slackened
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଦୋଦୁଲ୍ୟମାନ — Dangling; oscillating
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — [ନୁଡ଼୍ (ଡ଼ୁ)ବୁଡ଼୍ (ଡ଼ୁ)—ଅନ୍ୟରୂପ଼]
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଖଜବଜ; ଅସ୍ଥିର — Restless
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଶୁଖା ଖଡ଼ଖଡ଼ ଖଡ଼ଖଡ଼, ମିଛ ମାୟାରେ ପଡ଼ି ତୁ ନଡ଼ବଡ଼ ନଡ଼ବଡ଼। ଶରୀରଭେଦ ଭଜନ।
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଚପଳ — Unsteady
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଲମ୍ପଟ; ପରସ୍ତ୍ରୀଲୋଲୁପ — Adulterous; lascivious
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଯେଉଁ ଲୋକ ଦୁର୍ବଳତା ଯୋଗୁଁ ଟଳଟଳ ହେଉଥାଏ — Wavering; tottering
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଯେଉଁ ଲୋକ ଏକ କଥା ବା ପକ୍ଷକୁ ସ୍ଥିରଭାବରେ ଧରି ରହେ ନାହିଁ; ଚଞ୍ଚଳଚିତ୍ତ — Vacillating; fickle
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ହଜାର ଟଙ୍କା ବଇନା ନେଇ ଫେର ଏଣେ ତେଣେ କାହିଁକି ନଡ଼ବଡ଼ ହଉଚ। ଭିକାରୀ, ଯୌତୁକ।
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଚୋର; ପରଧନାପହାରୀ — Stealing; pilfering
  • ଦେ. ଅ. (ସଂ. ଲଡ଼୍ ଧାତୁ=କମ୍ପିତ ହେବା) — ଲହରପହର; ବୃଥା ବା ଉଦ୍ଦେଶ୍ୟହୀନ ଭାବରେ ଯିବା ଆସିବା କରୁଥିବା — 1. Unnecessarily walking to and fro; loitering