ନଡ଼ନଡ଼ Naṟḍ̠a naṟḍ̠a
- ଦେ. ଅ (ସଂ.ଲଡ଼୍ ଧାତୁ) — ଲଡ଼ ଲଡ଼; ଦୋଦୁଲ୍ୟମାନ — Oscillating; hanging to and fro; dangling
- ଦେ. ଅ (ସଂ.ଲଡ଼୍ ଧାତୁ) — ହୁଗୁଳା; ଲଡ଼କା; ଶ୍ଳଥ — Loose; slackened
- ଦେ. ଅ (ସଂ.ଲଡ଼୍ ଧାତୁ) — ଯାଇଥିଲି ମଞ୍ଚ; ଦେଖି ଅଇଲି ପରପଞ୍ଚ; ହାତ ଦିଇଟା ନଡ଼ ନଡ଼ ଗୋଡ଼ ଦିଇଟା ନଡ଼ ନଡ଼ ଦିଆ ନାଡ଼ର କଳ୍ପିତ ଭକ୍ତି। ଶିଶୁବଚନ
- ଦେ. ଅ (ସଂ.ଲଡ଼୍ ଧାତୁ) — ଯେ ସିଧା ହେଇ ଠିଆ ହୋଇ ନ ପାରି ଟଳୁ ଥାଏ; ଟଳ ଟଳ — Shaky; tottering