ନ୍ୟାୟୀ Nyāyī

  • ସଂ. ବିଣ. ପୁଂ. (ନ୍ୟାୟ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ନ୍ୟାୟପର — Righteous; just
  • ସଂ. ବିଣ. ପୁଂ. (ନ୍ୟାୟ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ନ୍ୟାୟକର୍ତ୍ତା — Doing justice