ନ୍ୟାସ Nyāsa

  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ଅର୍ପଣ; ଡିପାଜିଟ୍; ସଂରକ୍ଷଣାର୍ଥ ଧନାଦି ଅର୍ପଣ — Commitment; depositing; entrusting
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ସ୍ଥାପନ; ଥୋଇବା; ରଖିବା — Setting down; placing
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ନିକ୍ଷେପ — Throwing
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ଶ୍ୱାସ—ପୂରଣ, ଧାରଣ ଓ ରେଚନପୂର୍ବକ ମନ୍ତ୍ରଜପ; ପୂରକ, କୁମ୍ଭକ ଓ ରେଚକପୂର୍ବକ ମନ୍ତ୍ରଜପ — The act of repeating a formula while regulating the breath
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — (+କର୍ମ. ଅ) ଗଚ୍ଛିତ ଦ୍ରବ୍ୟ — A deposit; a pledge
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ବନ୍ଧକ ଦେବା — Mortagaging; pledging
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ବନ୍ଧକ ଦିଆଯିବା ସମ୍ପତ୍ତି — Mortgaged property; pledge; pawn
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ତ୍ୟାଗ; ବର୍ଜନ — Abandonment; renunciation
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ମନରେ କୌଣସି ଭାବର ଦୃଢ଼ାଧିଷ୍ଠାନ; ଧାରଣା — Mental impression; conviction
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ସନ୍ନ୍ୟାସ — Renunciation of the world
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — (ସଙ୍ଗୀତ) ରାଗର ବିଶ୍ରାମକ ସ୍ୱର (ପ୍ରକୃତିବାଦ) — (Music) The tune which ends a musical air
  • ସଂ. ବି. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ପୂଜା କରିବା ସମୟରେ ତାନ୍ତ୍ରିକ ପଦ୍ଧତି ଅନୁସାରେ ମନ୍ତ୍ରପାଠପୂର୍ବକ ଦେବତାଙ୍କ ଭିନ୍ନ ଭିନ୍ନ ଅଙ୍ଗରେ (ଯଥା— କର, ହୃଦୟ, ଶିରଃ. ଶିଖା, କବଚ, ନେତ୍ରାଦି ଧ୍ୟାନପୂର୍ବକ ଉକ୍ତ ଅଙ୍ଗମାନଙ୍କରେ) ଭିନ୍ନ, ଭିନ୍ନ ବର୍ଣ୍ଣ ସ୍ଥାପନ — The symbolical placing of different letters in the different parts of the body of a Deity during esotertic worship