ନୌ ଯାନ Nau j̄āna

  • ସଂ. ବି. (ନୌ+ଯାନ) — ( 3 ୟା ତତ୍) ନୌକା ଦ୍ୱାରା ଗମନ — (3ୟା ତତ୍) ନୌକା ଦ୍ୱାରା ଗମନ— . Navigation
  • ସଂ. ବି. (ନୌ+ଯାନ) — (ରୂପକ କର୍ମଧା) ଜଳରେ ଯିବା ଆସିବା ପାଇଁ ବ୍ୟବହୃତ ନାବ ଆଦି — Boats used as conveyance on water