ନୋଳା Noḻā

  • ଦେ. ବି—(ସଂ. ଲୋଳ=ଶିଥିଳ) — ମାଛ ପେଟରେ ଥିବା ମଞ୍ଜିର ଏକ ଚିରୁଡ଼ା — One of the twin cylinder-likie cells of the roe or spawn found in the belly of big fishes
  • ଦେ. ବି—(ସଂ. ଲୋଳ=ଶିଥିଳ) — ବେତ୍ର ପ୍ରହାର ଦ୍ୱାରା ଦେହରେ ବସିଯିବା ଲମ୍ବ ନେଳି ନେଳି ଦାଗ — The long bluish marks left on the body after a cane beating