ନୋଥରୀ Notharī

  • ଦେ. ସ୍ତ୍ରୀ—('ନୋଥରା'ର ସ୍ତ୍ରୀଲିଙ୍ଗ) — ସ୍ତ୍ରୀସ୍ୱଭାବରହିତା ନାରୀ; ହେଞ୍ଜେଡ଼ା — A woman showing no external signs of femininty
  • ଦେ. ସ୍ତ୍ରୀ—('ନୋଥରା'ର ସ୍ତ୍ରୀଲିଙ୍ଗ) — ବୟସ୍କା କୁମାରୀ; ଅଭିଆଡ଼ୀ ଦରବୁଢ଼ୀ — A grown up maid
  • ଦେ. ସ୍ତ୍ରୀ—('ନୋଥରା'ର ସ୍ତ୍ରୀଲିଙ୍ଗ) — ଅତି ସ୍ଥୂଳକାୟା ସ୍ତ୍ରୀ — Very corpulent woman
  • ଦେ. ସ୍ତ୍ରୀ—('ନୋଥରା'ର ସ୍ତ୍ରୀଲିଙ୍ଗ) — ନୋଥରି ପଟା (ଦେଖ) — Nothari paṭā (See)