ନୋତା Nota
- ଦେ. ବିଣ. (ସଂ. ଲୋତ) — ଚୋରା (ମାଲ) — Stolen (property)
- ଦେ. ବିଣ. (ସଂ. ଲୋତ) — ଗୁପ୍ତ (ଧନ) — Hidden (property)
- ଦେ. ବିଣ. (ସଂ. ଲୋତ) — ପ୍ରୋଥିତ (ଧନ) — Buried treasure
- ଦେ. ବି — ଗୁପ୍ତଧନ — Hidden treasure
- ଦେ. ବି — ପ୍ରୋଥିତ ଧନ — Buried treasure
- ଦେ. ବି — [ଦ୍ର—କବଲାରେ ଏହି ଅର୍ଥରେ ନୋତା ଶବ୍ଦ ପୋତା ଶବ୍ଦର ସହଚରରୂପେ ବ୍ୟବହୃତ ହୁଏ। ଯଥା, ପୋତାନୋତା ନିଧିନିଖାତ।]