ନୈରୟିକ Na̲i̱rayika

  • ସଂ. ବିଣ. (ନିରୟ+ସମ୍ବନ୍ଧାର୍ଥେ. ଇକ) — ନିରୟ ବା ନରକ ସମ୍ବନ୍ଧୀୟ — Hellish
  • ସଂ. ବିଣ. (ନିରୟ+ସମ୍ବନ୍ଧାର୍ଥେ. ଇକ) — ପାପୀ — Sinful
  • ସଂ. ବିଣ. (ନିରୟ+ସମ୍ବନ୍ଧାର୍ଥେ. ଇକ) — (ବାସକାରୀ ଅର୍ଥରେ ଇକ—ନରକବାସୀ — Living in hell