ନୈମିଷ Nai̱misha

  • ସଂ. ବିଣ. (ନିମିଷ=ସୂକ୍ଷ୍ମ ସମୟ ବା ଚକ୍ଷୁର ପଲକ ପଡ଼ିବା ସମୟ+ଭବାର୍ଥେ. ଅ) — କ୍ଷଣିକ — Momentary; transient
  • ସଂ. ବିଣ. (ନିମିଷ=ସୂକ୍ଷ୍ମ ସମୟ ବା ଚକ୍ଷୁର ପଲକ ପଡ଼ିବା ସମୟ+ଭବାର୍ଥେ. ଅ) — ନିମିଷମାତ୍ର ସ୍ଥାୟୀ — Lasting for a moment or twinkling of the eye
  • ସଂ. ବି — ନୈମିଷାରଣ୍ୟ (ଦେଖ) — Nai̱mishāraṇya (See)