ନୈକଷେୟ Nai̱kasheya

  • ସଂ. ବି. ପୁଂ. (ନିକଷା=ରାକ୍ଷସୀବିଶେଷ+ଅପତ୍ୟାର୍ଥରେ ଏୟ) — ରାବଣ — Rābaṇa
  • ସଂ. ବି. ପୁଂ. (ନିକଷା=ରାକ୍ଷସୀବିଶେଷ+ଅପତ୍ୟାର୍ଥରେ ଏୟ) — କୁମ୍ଭକର୍ଣ୍ଣ — Kumbhakarṇṇa (brother of Rābaṇa.)
  • ସଂ. ବି. ପୁଂ. (ନିକଷା=ରାକ୍ଷସୀବିଶେଷ+ଅପତ୍ୟାର୍ଥରେ ଏୟ) — ବିଭୀଷଣ — Bibhīshaṇa
  • ସଂ. ବି. ପୁଂ. (ନିକଷା=ରାକ୍ଷସୀବିଶେଷ+ଅପତ୍ୟାର୍ଥରେ ଏୟ) — ରାକ୍ଷସ — A cannibal; a demon