ନେହୁଆ Nehuā
- ବୈଦେ. ବି (ପର୍ତ୍ତୁଗୀଜ ଆନୋନା) — ଆତଜାତୀୟ ଫଳ— ବିଶେଷ; ଲେଉଆ — A kind of apple; the bullock's heart; Anona Raticulata
- ବୈଦେ. ବି (ପର୍ତ୍ତୁଗୀଜ ଆନୋନା) — [ଦ୍ର—ଏ ଗଛ ପୂର୍ବେ ବିଦେଶରୁ ଅଣାଯାଇ ଏ ଦେଶରେ ବର୍ତ୍ତମାନ ଉଠୁଥିବାର ପଣ୍ଡିତମାନେ କହନ୍ତି; ଏହାର ମଞ୍ଚି ଆତମଞ୍ଚି ପରି କିନ୍ତୁ ଉପର ଚୋପା ମସୃଣ।]