ନେଶମା Neṡamā

  • ଦେ. ବିଣ. (ସଂ. ଶ୍ଳେଷ୍ମନ୍) — ଲେଶମା; ଯାହାର ଫୁର୍ତ୍ତି ନ ଥାଏ — Inactive; dull; lethargic
  • ଦେ. ବିଣ. (ସଂ. ଶ୍ଳେଷ୍ମନ୍) — ଶରଦି ଯୋଗୁଁ ଆଳସ୍ୟଯୁକ୍ତ — Feeling lazy on account of cold