ନେମୀ Nemī
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — ଚକ୍ରର ପରିଧି; ପହି; ଚକ୍ରର ଧାର ବା ପ୍ରାନ୍ତ — Circumference of a wheel; rim of a wheel
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — ଚକ୍ର ନେମି କ୍ରମେ ଭାଗ୍ୟ ଭ୍ରମେ ଏ ଜଗତେ କେବେ ତଳେ ଉପରେ ବା କେବେ ଏହିମତେ। ମଧୂସୂଧନ—କର୍ଣ୍ଣବଧ।
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — କୂଅନନ୍ଦର ଫନ୍ଦ; ଘୋଡ଼ାନନ୍ଦ — The edge of the upper ring surrounding well
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — କୂପୋପରିସ୍ଥ କାଠର ଚଉକାଠ ବା ତେକାଠ — The trangular or rectangular wooden frame fitted on the mouth of a well (for facility of drawing water)
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — ତିନିଶ ଗଛ; ବାନ୍ଧଣ ଗଛ (ଏଥିରେ ରଥ ଓ ଶଗଡ଼ ଚକର ନେମୀ ତିଆର ହେଉଥିବାରୁ) — A timber tree; Ougenia Dalbergioides
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — (+ଅଧି. ମି)—ତୀର୍ଥସ୍ଥାନ — A place of pilgrimage
- ସଂ. ବି (ନୀ ଧାତୁ=ପାଇବା+କରଣ. ମି) — ବଜ୍ର — Thunder