ନେତ Neta

  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — ବାଳିକାମାନଙ୍କର ପିନ୍ଧିବା ଏକ ପ୍ରକାର ସୂକ୍ଷ୍ମ ପଟ୍ଟବସ୍ତ୍ର; ଅଂଶୁକ — A kind of thin silk cloth worn by girls
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — କେ କାଛି ପିନ୍ଧିଅଛି ନେତ—ଭୁପତି, ପ୍ରେମପଞ୍ଚାମୃତ।
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — ପତାକା — Flag
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — (ସଂନେତ୍ର+ମନ୍ଥନରଜ୍ଜୁ; ଏହା ମନ୍ଥନରଜ୍ଜୁ ପରି ଲମ୍ବ ଥିବାରୁ) ଦେଉଳ ଉପରେ ପତାକା ତଳେ ବନ୍ଧା ଯିବା 10 — 15 ହାତ ଲମ୍ବ ସରୁଆ ପତାକା — (ସଂନେତ୍ର+ମନ୍ଥନରଜ୍ଜୁ; ଏହା ମନ୍ଥନରଜ୍ଜୁ ପରି ଲମ୍ବ ଥିବାରୁ) ଦେଉଳ ଉପରେ ପତାକା ତଳେ ବନ୍ଧା ଯିବା10—15ହାତ ଲମ୍ବ ସରୁଆ ପତାକା— . A long and narrow flag; streamer
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — ସେ ଚକ୍ରେ ନେତ ବନ୍ଧା ହୋଇ, ପତିତ ଜନଙ୍କର ପାଇଁ। ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା।
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — ବିଷ୍ଣୁଙ୍କ ରଥଯାତ୍ରାର ପୂର୍ବଦିନ ହେବା ଉତ୍ସବବିଶେଷ; ନେତ୍ରଉତ୍ସବ — A festival of the Deity Jagannātha on the eve of the car festival
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — (ସ୍ତ୍ରୀ) ସ୍ତ୍ରୀଲୋକଙ୍କ ନାମ; ନେତ୍ରମଣି ନାମ୍ନୀ ସ୍ତ୍ରୀର ଡାକ— ନାମ — A name given to females
  • ଦେ. ବି (ସଂ. ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା) — (ପୁଂ.) ନେତ୍ରାନନ୍ଦର ଡାକନାମ — Name for calling Netrānanda
  • ପ୍ରାଦେ (ପୁରୀ ସହର) ବି — କନ୍ୟାମାନଙ୍କ ଉତ୍ସବବିଶେଷ — Name of a festival observed by girls
  • ପ୍ରାଦେ (ପୁରୀ ସହର) ବି — ଟୋକାଙ୍କୁ ସୁନ୍ଦର ବସନ୍ତପଞ୍ଚମୀ ଟୋକୀଙ୍କି ସୁନ୍ଦର ନେତ। ଢଗ।
  • ପ୍ରାଦେ (ପୁରୀ ସହର) ବି — [ଦ୍ର—ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ପଣ୍ଡା ସେବକଙ୍କ କନ୍ୟାମାନେ ଏ ଉତ୍ସବ ପାଳନ୍ତି। ଆଶ୍ୱିନ ଶୁକ୍ଳ ଚତୁର୍ଥୀଠାରୁ ସପ୍ତମୀ ପର୍ଯ୍ୟନ୍ତ ଚାରି ଦିନ ଅବିବାହିତା କନ୍ୟାମାନେ ବେଶଭୂଷା ପିନ୍ଧି ମାର୍କଣ୍ଡେଶ୍ୱରଙ୍କୁ ଦର୍ଶନ କରି ଆପଣା ଆପଣା ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତି। ସେଠାରେ ସେମାନେ ଭୋଜନ କରି ସୁନ୍ଦର ଛାନ୍ଦଆଦି ଗୀତ ବୋଲନ୍ତି।]