ନେତ୍ର Netra
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ଚକ୍ଷୁ; ଆଖି — The eye
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ସୂକ୍ଷ୍ମ ପଟ୍ଟବସ୍ତ୍ରବିଶେଷ — A kind of fine silk cloth
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ବସ୍ତ୍ର; ଅଂଶୁକ — Cloth
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ବୃକ୍ଷମୂଳ — The root of a tree
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ରଥ — Car; chariot; carriage
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ପଥ — Path; road
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ମନ୍ଥନଦଣ୍ଡବଦ୍ଧ ରଜ୍ଜୁ — Churning string; the string of a churning stick
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ନାଡ଼ୀ — Tubular blood vessel; vein
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ବସ୍ତିଶଳାକା — Enema pipe
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ଜଟା — Matted hair
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) 3 ସଂଖ୍ୟା — 3ସଂଖ୍ୟା—. The number '3'
- ସଂ. ବି (ନୀ ଧାତୁ=ପାଇବା+କରଣ. ତ୍ର) ଦୃଷ୍ଟି — Sight; view