ନେତ୍ରୀ Netrī

  • ସଂ. ବିଣ. ଓ ବି. (ନୀ ଧାତୁ+କର୍ତ୍ତୃ. ତୃ=ନେତୃ+ସ୍ତ୍ରୀ. ଈ) — ନେତାର ସ୍ତ୍ରୀଲିଙ୍ଗ — Feminine of Netā
  • ବି. ସ୍ତ୍ରୀ — ଶିକ୍ଷୟିତ୍ରୀ — A famale teacher
  • ବି. ସ୍ତ୍ରୀ — ଲକ୍ଷ୍ମୀ — Goddess Lakshmī
  • ବି. ସ୍ତ୍ରୀ — ନଦୀ — River