ନେଜକ Nejaka

  • ସଂ. ବି. ପୁଂ. (ନିଜ୍ ଧାତୁ=ଧୌତ କରିବା+କର୍ତ୍ତୃ. ଅକ) — ଧୋବା; ରଜକ — Washerman
  • ସଂ. ବିଣ. ପୁଂ. — ଶୋଧକ; ପରିଷ୍କାରକ — Purifying; cleansing