ନେଇ Nei
- ଦେ. ବି — ଲେଇ (ଦେଖ) — Lei (See)
- ଦେ. ଅ — ବିଷୟରେ; ସମ୍ବନ୍ଧରେ; ସଂପର୍କରେ — Concerning
- ଦେ. ଅ — (ଯଥା—ଏ କଥା ନେଇ ତାଙ୍କର ମୋର ବହୁତ ବିବାଦ ଲାଗିଲା।)
- ପ୍ରାଦେ. (ସମ୍ବଲପୁର) ଅ — ନଞାର୍ଥକ ନ; ନାଁ; ନାହିଁ — Not
- ପ୍ରାଦେ. (ସମ୍ବଲପୁର) ଅ — [ଦ୍ର—ଏହା କ୍ରିୟାର ପୂର୍ବରେ ଲାଗେ—ଇଯୁଗେ କଁଠି (ଲଙ୍ଗଳ କଣ୍ଠିରେ) ହାତ ନେଇ ଦେଲେ ଆର୍ କାମ୍ ନେଇ ଚଲେ। କ୍ରିୟାପରେ ମଧ୍ୟ ଏହା ଲାଗେ ଯଥା କହନେଇଁ—କହନା।]