ନୃପ Nṛupa

  • ସଂ. ବି (ନୃ=ମନୁଷ୍ୟ +ପା ଧାତୁ =ପାଳନ କରିବା+କର୍ତ୍ତୃ. ଅ) — ରାଜା; ନୃପତି — King; a ruler of men
  • ସଂ. ବି (ନୃ=ମନୁଷ୍ୟ +ପା ଧାତୁ =ପାଳନ କରିବା+କର୍ତ୍ତୃ. ଅ) — କୁବେର (ପ୍ରକୃତିବାଦ) — The Hindu God of riches