ନୃଦେବ Nṛudeba

  • ସଂ. ବି ( 7 ମୀ ତତ୍; ନୃ+ଦେବ) — ନରଦେବ; ରାଜା — King
  • ସଂ. ବି ( 7 ମୀ ତତ୍; ନୃ+ଦେବ) — ବ୍ରାହ୍ମଣ — A Brāhmaṇa