ନୂପୁର Nūpura

  • ସଂ. ବି (ନୂ=ନୂନମ୍= ନିଶ୍ଚିତ+ପୃ ଧାତୁ=ପୂରଣ କରିବା+ କର୍ତ୍ତୃ. ଅ) — ନେପୁର; ଘୁଙ୍ଗୁରଲଗା ବଳା — A tinkling ring or ornament for the ankle; a tinkling anklet