ନୁନି Nuni
- ଦେ. ବି (ସଂ. ନନ୍ଦ ଧାତୁ=ଆନନ୍ଦିତ କରିବା; ଶିଶୁବଚନ) — ସ୍ତ୍ରୀମାନଙ୍କ ସ୍ତନ — The breasts of young woman
- ଦେ. ବି (ସଂ. ନନ୍ଦ ଧାତୁ=ଆନନ୍ଦିତ କରିବା; ଶିଶୁବଚନ) — ଶିଶୁବାଳକଙ୍କର ଲିଙ୍ଗ — The penis of Infants
- ପ୍ରାଦେ (ସମ୍ବଲପୁର) ବି. ସ୍ତ୍ରୀ — ପରିବାରର ବଡ଼ ଝିଅ — The eldest daughter in the family
- ପ୍ରାଦେ (ସମ୍ବଲପୁର) ବି. ସ୍ତ୍ରୀ — ଅବ୍ରାହ୍ମଣ ପରିବାରର ଛୋଟ କନ୍ୟା — A small non-Brāhmaṇa girl