ନୁତ୍ତ Nutta
- ସଂ. ବିଣ (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ତ) — ପ୍ରେରିତ — Sent
- ସଂ. ବିଣ (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ତ) — ପରିତ୍ୟକ୍ତ — Abandoned
- ସଂ. ବିଣ (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ତ) — କ୍ଷିପ୍ତ — Scattered; thrown
- ସଂ. ବିଣ (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ତ) — ନିରସ୍ତ — Ceased; stopped
- ସଂ. ବିଣ (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ତ) — ଛିନ୍ନ — Torn