ନୁତି Nuti

  • ସଂ. ବି (ନୁ ଧାତୁ+ଭାବ ତି) — ସ୍ତୁତି; ପ୍ରଂଶସା — Praise; eulogy
  • ସଂ. ବି (ନୁ ଧାତୁ+ଭାବ ତି) — ପୂଜା — Worship; adoration
  • ସଂ. ବି (ନୁ ଧାତୁ+ଭାବ ତି) — ପ୍ରଣାମ — Obeisance; bowing in respect