ନୁଡ଼ Nuṟḍ̠a

  • ଦେ. ବି — ସ୍ତ୍ରୀ ଲୋକମାନଙ୍କର ଏକ ପ୍ରକାର ଖେଳ — A kind of indoor game at hazards
  • ଦେ. ବି — [ଦ୍ର—ଏଥିରେ ଚାରିକୋଣିଆ ଖଣ୍ଡିଏ କାଠିର 4 ପାଖେ ଚିହ୍ନ ଥାଏ। ତାକୁ ଭୂଇଁରେ ପକାଇଲେ ଯେଉଁ ପାଖ ଉପରକୁ ରହେ ସେଥିରେ ଥିବା ସଂଖ୍ୟା ଅନୁସାରେ ପାଲୀରେ ସାର ଚଳାଯାଏ।] — [ଦ୍ର—ଏଥିରେ ଚାରିକୋଣିଆ ଖଣ୍ଡିଏ କାଠିର4ପାଖେ ଚିହ୍ନ ଥାଏ ତାକୁ ଭୂଇଁରେ ପକାଇଲେ ଯେଉଁ ପାଖ ଉପରକୁ ରହେ ସେଥିରେ ଥିବା ସଂଖ୍ୟା ଅନୁସାରେ ପାଲୀରେ ସାର ଚଳାଯାଏ]