ନୀଡ଼ Nīṟḍ̠a
- ସଂ. ବି. (ନି+ଈଡ଼୍ ଧାତୁ=ସ୍ତୁତି କରିବା+ଅଧି ଅ; କିମ୍ବା ନି+ ଇଳ୍ ଧାତୁ=ଗମନ, କ୍ଷେପଣ, ଶୟନ କରିବା+ଅଧି. ଅ) — ପକ୍ଷୀର ବସା — Bird's nest
- ସଂ. ବି. (ନି+ଈଡ଼୍ ଧାତୁ=ସ୍ତୁତି କରିବା+ଅଧି ଅ; କିମ୍ବା ନି+ ଇଳ୍ ଧାତୁ=ଗମନ, କ୍ଷେପଣ, ଶୟନ କରିବା+ଅଧି. ଅ) — ସ୍ଥାନ — Place
- ସଂ. ବି. (ନି+ଈଡ଼୍ ଧାତୁ=ସ୍ତୁତି କରିବା+ଅଧି ଅ; କିମ୍ବା ନି+ ଇଳ୍ ଧାତୁ=ଗମନ, କ୍ଷେପଣ, ଶୟନ କରିବା+ଅଧି. ଅ) — ଆଶ୍ରୟ ସ୍ଥାନ — Shelter
- ସଂ. ବି. (ନି+ଈଡ଼୍ ଧାତୁ=ସ୍ତୁତି କରିବା+ଅଧି ଅ; କିମ୍ବା ନି+ ଇଳ୍ ଧାତୁ=ଗମନ, କ୍ଷେପଣ, ଶୟନ କରିବା+ଅଧି. ଅ) — ରଥମଧ୍ୟରେ ଆରୋହୀଙ୍କ ବସିବା ସ୍ଥାନ (ହି. ଶ.) — The place inside a car where the passengers sit