ନୀଶାର Nīṡāra

  • ସଂ. ବି. (ନି+ଶୃ ଧାତୁ=ହିଂସା କରିବା+କର୍ମ. ଅ) — କମ୍ବଳ — Blanket
  • ସଂ. ବି. (ନି+ଶୃ ଧାତୁ=ହିଂସା କରିବା+କର୍ମ. ଅ) — କନାଟ; ପର୍ଦ୍ଦା — Screen
  • ସଂ. ବି. (ନି+ଶୃ ଧାତୁ=ହିଂସା କରିବା+କର୍ମ. ଅ) — ମଶାରୀ — Mosquito-curtain
  • ସଂ. ବି. (ନି+ଶୃ ଧାତୁ=ହିଂସା କରିବା+କର୍ମ. ଅ) — ଶୀତ ଲୁଗା; ଶୀତ ନିବାରକ ବସ୍ତ୍ର — Winter-clothing
  • ସଂ. ବି. (ନି+ଶୃ ଧାତୁ=ହିଂସା କରିବା+କର୍ମ. ଅ) — ଘୋଡ଼ାଇ ଦେଲା ବେଳେ ସହୀ ନିଶାରେ । ଭଞ୍ଜ. ପ୍ରେମସୁଧାନିଧି।