ନୀଲଂ
- ଦେ. ବି (ନାମ) — ହିମାଳୟର ଗିରିସଙ୍କଟବିଶେଷ — A pass in the Himalayas
- ଦେ. ବି (ନାମ) — [ଦ୍ର—ଏହି ବାଟରେ ଭାରତରୁ ତିବ୍ଦତକୁ ଯାଆନ୍ତି । ଏହା 6 ମାସ ଖୋଲାଥାଏ । ଏଥିର ନିମ୍ନରେ ଶତଦ୍ରୂ ନଦୀ ପ୍ରବାହିତ ବରଫ ପଡ଼ିଲେ ଏଠାର ବାସିନ୍ଦାମାନେ ଗଙ୍ଗୋତ୍ରୀକୁ ଚାଲିଆସନ୍ତି । ସ୍ୱାମୀ ରାମାନନ୍ଦ ।] — [ଦ୍ର—ଏହି ବାଟରେ ଭାରତରୁ ତିବ୍ଦତକୁ ଯାଆନ୍ତି ଏହା6ମାସ ଖୋଲାଥାଏ ଏଥିର ନିମ୍ନରେ ଶତଦ୍ରୂ ନଦୀ ପ୍ରବାହିତ ବରଫ ପଡ଼ିଲେ ଏଠାର ବାସିନ୍ଦାମାନେ ଗଙ୍ଗୋତ୍ରୀକୁ ଚାଲିଆସନ୍ତି ସ୍ୱାମୀ ରାମାନନ୍ଦ ]