ନୀରୋଗ Nīroga

  • ସଂ. ବିଣ. (ବହୁବ୍ରୀହି; ନିର୍+ରୋଗ) — ସୁସ୍ଥ — Healthy; hale
  • ସଂ. ବିଣ. (ବହୁବ୍ରୀହି; ନିର୍+ରୋଗ) — ରୋଗହୀନ — Free from disease
  • ସଂ. ବି — ସ୍ୱାସ୍ଥ୍ୟ — Health