ନୀରୂପ Nīrūpa
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍=ନିର୍ଗତ ବା ନାହିଁ+ରୂପ) — ରୂପହୀନ — Shapeless; formless; incorporeal
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍=ନିର୍ଗତ ବା ନାହିଁ+ରୂପ) — ସୌନ୍ଦର୍ଯ୍ୟହୀନ; ଅସୁନ୍ଦର — Destitute of beauty
- ସଂ. ବି — ବ୍ରହ୍ମ — The Supreme Soul
- ସଂ. ବି — ଆକାଶ — The heavens
- ସଂ. ବି — ଶୂନ୍ୟ — The etherial space