ନୀରୁଜ Nīruja

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ରୁଜା=ରୋଗ) — ନୀରୋଗ; ସୁସ୍ଥ — Well; hale
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ରୁଜା=ରୋଗ) — ପୀଡ଼ାହୀନ — Free from disease