ନୀରଜା Nīrajā

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍=ନାହିଁ+ରଜସ୍=ଧୂଳି) — ରଜୋହୀନ; ଧୂଳିଶୂନ୍ୟ — Free from dust
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍=ନାହିଁ+ରଜସ୍=ଧୂଳି) — ପରାଗହୀନ (ଫୁଲ) — Pollenless
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍=ନାହିଁ+ରଜସ୍=ଧୂଳି) — ରଜୋଗୁଣବର୍ଜିତ — Free from darkness or gross worldly passions and attributes
  • ସଂ. ବି. ପୁଂ — ମହାଦେବ — God Ṡiba
  • ସ୍ତ୍ରୀ — ଯେଉଁ ସ୍ତ୍ରୀ ଋତୁମତୀ ହୋଇ ନାହିଁ — A woman who has not had her menses
  • ସ୍ତ୍ରୀ — ଯେଉଁ ସ୍ତ୍ରୀର ରଜୋଦ୍ଗମ ସ୍ଥଗିତ ହୋଇଅଛି — A woman whose menstrual flow has ceased