ନୀତ Nīta

  • ସଂ. ବିଣ. (ନୀ ଧାତୁ=ନେବା+କର୍ମ. ତ) — ପ୍ରାପ୍ତ; ଗୃହୀତ — Obtained; gained; received
  • ସଂ. ବିଣ. (ନୀ ଧାତୁ=ନେବା+କର୍ମ. ତ) — ନିଆ ହେବା; ବାହିତ — Taken; carried
  • ସଂ. ବିଣ. (ନୀ ଧାତୁ=ନେବା+କର୍ମ. ତ) — ଅତିବାହିତ — Spent; passed
  • ସଂ. ବିଣ. (ନୀ ଧାତୁ=ନେବା+କର୍ମ. ତ) — ଉତ୍ତମାଚରଣବିଶିଷ୍ଟ — Well behaved
  • ସଂ. ବି. — ଅର୍ଥ; ଧନ — Wealth; riches
  • ସଂ. ବି. — ଶସ୍ୟ — Corn