ନୀତି Nīti

  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ନୟ; ରାଜନୀତି ଶାସ୍ତ୍ର; ରାଜା ଓ ପ୍ରଜାଙ୍କ ରକ୍ଷା ପାଇଁ ନିର୍ଦ୍ଧାରିତ ବ୍ୟବସ୍ଥା — Polity; politics
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ହିତାହିତ ବିଚାର ବିଷୟକ ଶାସ୍ତ୍ର — Ethics; morals
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ଚାଲିଚଳନ — Conduct; course of action
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ନ୍ୟାୟ — Justice; right
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ନ୍ୟାୟାନୁଗତ ଆଚରଣ — Just or righteous conduct
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ସାଧୁତା; ଧାର୍ମିକତା — Righteousness
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ସୁଧାରା; ରୀତି; ପ୍ରଥା; ଆଚାର ପଦ୍ଧତି — Custom; manners
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ପ୍ରାପ୍ତି — Obtaining; receipt attainment
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ସାଂସାରିକ ସଦାଚରଣ; ଲୋକମର୍ଯ୍ୟାଦାନୁଗତ ବ୍ୟବହାର — Practical morality; approved course of action
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ଯାପନ — Passing; whiling away; causing to pass
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ସଦାଚରଣ — Good behaviour; morality
  • ସଂ. ବି. (ନୀ ଧାତୁ=ନେବା+ଭାବ. ତି) — ନୀତି ଛାଡି ଯେବେ ଅନୀତି ଲୋକ କରେ । କୃଷ୍ଣସିଂହ, ମହାଭାରତ ବନ