ନୀଚଗ Nīchaga

  • ସଂ. ବିଣ. ପୁଂ. (ନୀଚ+ଗମ୍ ଧାତୁ+କର୍ତ୍ତୃ. ଅ) — ନିମ୍ନଗାମୀ; ଅଧୋଗାମୀ — Descending; running downwards
  • ସଂ. ବିଣ. ପୁଂ. (ନୀଚ+ଗମ୍ ଧାତୁ+କର୍ତ୍ତୃ. ଅ) — ଅଧମ; ପାମର — Low; mean; base; vile
  • ବି. (ଯାହା ତଳଆଡକୁ ବହେ) ଜଳ — Water