ନୀକାର Nīkāra
- ସଂ. ବି. (ନି+କୃ ଧାତୁ=କରିବା+ଭାବ. ଅ) — ଘୃଣା — Disgust; hatred; contempt; abhorrence; loathing
- ସଂ. ବି. (ନି+କୃ ଧାତୁ=କରିବା+ଭାବ. ଅ) — ଅବଜ୍ଞା — Disregard; disrespect
- ସଂ. ବି. (ନି+କୃ ଧାତୁ=କରିବା+ଭାବ. ଅ) — ଅବମାନନ — Humiliation; degradation
- ସଂ. ବି. (ନି+କୃ ଧାତୁ=କରିବା+ଭାବ. ଅ) — ଉକାର; ବମନେଚ୍ଛା — Nausea