ନିୟମ Niyama

  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ବିଧି — Rule; maxim
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ନିର୍ଦ୍ଦିଷ୍ଟ ବିଧି — Fixed rule; discipline
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ଆଇନ୍ — Regulation; law
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ପ୍ରତିଜ୍ଞା; ଅଙ୍ଗୀକାର — Promise; resolution; agreement; vow
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ବ୍ରତ; ଧର୍ମାନୁଷ୍ଠାନ — Penance; devotion; religious austerities
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — [ଦ୍ର—ଶୌଚ, ସନ୍ତୋଷ, ତପସ୍ୟା, ବେଦାଧ୍ୟୟନ, ଈଶ୍ୱରପ୍ରଣି— ଧାନ ଏହି ପାଞ୍ଚ ଗୋଟି କର୍ମ ନିୟମର ଅନ୍ତର୍ଭୁକ୍ତ।]
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ଉପବାସାଦି ବ୍ରତ — Religious vow; penance
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ପ୍ରକୃତି; ସ୍ୱଭାବ — Nature
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ଅଭ୍ୟାସ — Habit
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ରୀତି; ପ୍ରଥା — Custom; usage
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ଆଜ୍ଞା; ଆଦେଶ; ଅନୁଶାସନ — Precept; edict; order
  • ସଂ. ବି.— (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ) — ଦମନ — Restraint; restraining; checking